ହେ ପ୍ରଭୁ ଜଗନ୍ନାଥ କାଳା ଠାକୁର

Male voice odisha khoka bhai music Sad song

June 25th, 2024suno

가사

ହେ ପ୍ରଭୁ ଜଗନ୍ନାଥ କାଳା ଠାକୁର ଦୋଷ ଥିଲେ କ୍ଷମା କର ଅଧମ ଭକ୍ତ ର କରିଛି ହୁସାହସ.. ମାଗୁଛି ତୁମକୁ ମୁଁ ଆଜି ଉତ୍ତର... ମୋ ଚରମ ପତ୍ରର.. ଦିଅ ଦିଅ ଉତ୍ତର ର ମୋ ଚରମ ପତ୍ର ର ଦିଅ ଦିଅ ଉତ୍ତର ର ମୋ ଚରମ ପତ୍ର ର ନୁଖୁରା ମୁଣ୍ଡ ରୁ ତେଲ ଶୋଷି ନେଇ ତେଲିଆ ମୁଣ୍ଡରେ ତେଲ ଭର କାଇଁ ଇଏକି ତୁମର ନ୍ୟାୟ ବିଚାର ପ୍ରଭୁ... ନ୍ୟାୟ ବିଚାର ଦିଅ ଦିଅ ଉତ୍ତର.. ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଝୀଂଟିକା କୁ ମାରି ବଣି ପୋଷ କାଇଁ କେଉଁ ଯଶ ବନା ଉଡାଇବା ପାଇଁ ଇଏକି ତୁମର ସୁ ବିଚାର... ପ୍ରଭୁ ସୁ ବିଚାର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର କିଏ ଶୋଉ ଥାଏ ଡୋଲଫ ଗାଦୀକୁ ଦୋ ତାଲା କୋଠାରେ କାହା ପାଖେ ନାହିଁ ଚାଳ ଛପର କାହାକୁ ନ ରୁଚେ ଖେଚିଡ଼ି ଖିରି କୁ ବାର ତିଅଣ ଖାନା କିଏ ଖାଏ ଏଠି ମଲ୍ଲା କୁକୁର ଇଏକି ତୁମର ରାମ ରାଜ୍ୟ ର ବିଚରା ପ୍ରଭୁ... ରାମ ରାଜ୍ୟ ର ବିଚରା ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ହେ ପ୍ରଭୁ ଜଗନ୍ନାଥ କଳା ଠାକୁର ଦୋଷ ଥିଲେ କ୍ଷମା କର ଅଧମ ଭକ୍ତ ର କରିଛି ଦୁଃସାହସ ମାଗୁଛି ତୁମକୁ ମୁଁ ଆଜି ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ଦିଅ ଦିଅ ଉତ୍ତର ମୋ ଚରମ ପତ୍ରର ମୋ ଚରମ ପତ୍ରର

추천

Cheers and Beers
Cheers and Beers

irish, rythmic, classical quitar, beat, hand accordion, male choir, happy song

Потерянный Рассвет
Потерянный Рассвет

drum and bass, 175 bpm, electro melody, saw reese bass, k-po style

passwuale
passwuale

heartfelt, pop, hip hop, rap, trap

win in silence
win in silence

dungeon synth, ambient, dembow dominicano

Nobody
Nobody

Funk Rock. Neo-Soul. Political. Electronic Production. Sizzling. Male Vocalist.

참다랑어 막주는집
참다랑어 막주는집

catchy upbeat k-pop

Surfin' in the Midwest
Surfin' in the Midwest

[surf punk],exotica,reverb vocals,tribal,space,psychedelic,lo-fi,retro,vintage,[true kvlt],[tremolo],reverb

Metal and Oil
Metal and Oil

Male vocalist, scream metal, modern

05_08_2024 17:27
05_08_2024 17:27

Tomorrowland, Deep House relax, Boom Bap, with that mix DJs do with drums Bass

Divisions Within
Divisions Within

male vocalist,metal,progressive metal,rock,heavy,djent

La Balada de Pumba y el Alcohol
La Balada de Pumba y el Alcohol

Balad, male voice, bass, guitar

光のパラディン
光のパラディン

j-pop,pop,pop rock,rock,melodic,energetic,uplifting,happy

Unify the World
Unify the World

pop house electronic

Es wird dunkel
Es wird dunkel

Screamo Darkcore Nu Metal

Electric Love
Electric Love

synthwave electric aggressive

Shine a Light
Shine a Light

pop anthemic upbeat